Browsing Tag

superstitious belief

ଗୁଣିଗାରେଡି ସନ୍ଦେହରେ ବର୍ବରକାଣ୍ଡ: ଅତି ବୀଭତ୍ସ ଭାବେ ଗାଁ ରାସ୍ତାରେ ମହିଳାଙ୍କ ବେକ କାଟି କଲେ ହତ୍ୟା

ବାରିପଦା: ରାସ୍ତାରେ ପଡିଛି ମୃତଦେହ । ପାଖରେ ପଡିଛି ଗରା । ନଳକୂପ ପାଖରେ ପଡି ରହିଛି ଜଘନ୍ୟ ଭାବେ ହତ୍ୟା ହୋଇଥିବା ମହିଳାଙ୍କ ମୃତଦେହ । ମୃତ ମହିଳା ଜଣକ ହେଲେ ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ । ଶରତ ଥାନା ଶାରୀଶୁଆ ଗ୍ରାମରେ ଏହି ହତ୍ୟାକାଣ୍ଡ ହୋଇଛି । ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ…

ଘଟଗାଁ: ଏବେବି ସତେଜ ରହିଛି ଅନ୍ଧବିଶ୍ୱାସ, ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣିଦେଲେ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡା ଗ୍ରାମରେ ଜଣେ ବୃଦ୍ଧାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗ୍ରାମର କୁନି ମୁଣ୍ଡାଙ୍କୁ ରାତିରେ ଘରେ ସୋଇଥିବା ବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଘଟଗାଁ ପୋଲିସ ଓ ସାଇଣ୍ଟିଫିକ ଟିମ…

କେନ୍ଦୁଝର: କଙ୍କଡାଯୋଡି ଘାଟି ମୁଣ୍ଡା ସାହିରେ ବର୍ବରକାଣ୍ଡ, ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

କେନ୍ଦୁଝର: ପୁଣି ଅନ୍ଧ ବିଶ୍ବାସର କରୁଣ ପରିଣତି। ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି କରାଗଲା ହତ୍ୟା । ମୃତକ ହେଲେ କେନ୍ଦୁଝର ଝୁମ୍ପୁରା ଥାନା କଙ୍କଡାଯୋଡି ଘାଟି ମୁଣ୍ଡା ସାହିର ଶୁକଲାଲ ମୁଣ୍ଡା । ହତ୍ୟା ପରେ ଶୁକଙ୍କ ସ୍ତ୍ରୀ ଝୁମ୍ପୁରା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।…

ଭଦ୍ରକ: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ, ଚୋର ଧରିବାକୁ ବୁଲିଲା ଖଟିଆ

ଭଦ୍ରକ : ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଅଜବ ଦୃଶ୍ୟ । ଚୋର ଧରିବାକୁ ବୁଲିଲା ଖଟିଆ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅସୁରା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଚୋରି ହୋଇଥିବା ସାମଗ୍ରୀ ଖୋଜିବାରେ ପୋଲିସ ବିଫଳ ହେବା ପରେ ବାବାଙ୍କ ଶରଣ ପଶିଛନ୍ତି ଗାଁଲୋକ । କେନ୍ଦୁଝର ଶାଳବଣୀ ଅଞ୍ଚଳର…