Browsing Tag

Surabhi Jyoti

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ‘ନାଗିନ୍‌’ ଆକଟ୍ରେସ୍‌ ସୁରଭି ଜ୍ୟୋତି, ଜାଣନ୍ତୁ କଣ ରହିଛି ଫିଲ୍ମର ନାଁ

ଧାରାବାହିକ ‘ନାଗିନ୍-୩’ରେ ‘ବେଲା’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିବା ସୁରଭି ଜ୍ୟୋତି ଖୁବ୍ ଶୀଘ୍ର ବଲିଉଡ୍ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ‘ସୋନମ୍ ଗୁପ୍ତା ବେୱଫା ହେ’ ଫିଲ୍ମ ମାଧ୍ୟମରେ ବଲିଉଡ୍ ରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିବେ…