Below header
Browsing Tag

suresh pujari

ପାର୍ଲାମେଣ୍ଟରେ ଛାଇଗଲା ସମ୍ବଲପୁରୀ ମାସ୍କ, ସମସ୍ତ ସାଂସଦଙ୍କୁ ଉପହାର ଭାବେ ଦେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

ଭୁବନେଶ୍ବର: ପାର୍ଲାମେଣ୍ଟରେ ଛାଇଗଲା ସମ୍ବଲପୁରୀ ମାସ୍କ । ଲୋକସଭା ସଦନରେ ସାଂସଦଙ୍କ ମୁହଁରେ ବରଗଡ଼ର ବୟନିକା ନିର୍ମିତ ସମ୍ବଲପୁରୀ ମାସ୍କ । ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ସମ୍ବଲପୁରୀ ମାସ୍କକୁ ଉପହାର ଭାବେ ସାଂସଦ ମାନଙ୍କୁ ଦେଇଛନ୍ତି । ବରଗଡ଼ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ…

ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କୁ କରୋନା, ଟ୍ବିଟ କରି ନିଜେ ଜଣାଇଲେ

କେନ୍ୟୁଜ୍(ବ୍ୟୁରୋ):  ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କୁ କରୋନା ।  ସେ କରୋନା ଆକ୍ରାନ୍ତ ହୋଇଥିବାର ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଟୁଇଟରେ, କୋଭିଡ-୧୯ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି କରୋନା ପରୀକ୍ଷା ପାଇଁ ମୋର ସ୍ୱାବ ନମୁନା ଦେଇଥିଲି । #COVID19 ର ଲକ୍ଷଣ ନ…

ଅମିତ ଶାହଙ୍କ ସହ ଆଲୋଚନା କରିବେ ସୁରେଶ ପୂଜାରୀ

ଭୁବନେଶ୍ବର : ଦିଲ୍ଲୀରେ ଆସନ୍ତା ୫ ତାରିଖରେ ବସିବ ବିଜେପି ପଦାଧିକାରୀଙ୍କ ବୈଠକ। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟାସ୍କର ସମୀକ୍ଷା କରାଯିବ। ଓଡ଼ିଶାରେ ବୁଥ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ ରାଜ୍ୟ ବିଜେପିକୁ ଶାହ ଟାସ୍କ ଦେଇଥିଲେ। ଏଥିପାଇଁ ଦିଆଯାଇଥିବା ଅବଧି ପୂରଣ…