ଦୀର୍ଘଦିନ ପରେ ଧୋନିଙ୍କୁ ଦେଖି ନିଜକୁ ସମ୍ଭାଳି ପାରିଲେନି ରାଇନା, କଲେ ଏମିତି କାମ ଭିଡିଓ ହେଉଛି ଭାଇରାଲ
ଆଇପିଏଲର ଧମାକେଦାର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳୀମାନେ ଜୋରସୋରରେ ଅଭ୍ୟାସ କରୁଛନ୍ତି ଏବଂ ଖୁବ୍ ଝାଳ ବୁହାଉଛନ୍ତି। ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ ୨୦୨୦ ପାଇଁ ପ୍ରାକ୍ଟିସ୍ ଆରମ୍ଭ କରିଦେଇଛନ୍ତି। ସିଏସକେର ଅଧିନାୟକ ଏମଏସ ଧୋନି ଚେନ୍ନାଇ ଆସିସାରିଛନ୍ତି ଏବଂ ସେ ସୁରେଶ…