Below header
Browsing Tag

survey

ଖାଲି ସମୟରେ ୫୫୨ ମିନିଟ ଶୋଇବାକୁ ପସନ୍ଦ କରନ୍ତି ଭାରତୀୟ ! NSO କଲା ପ୍ରଥମ ଟାଇମ ୟୁଜ ସର୍ଭେ

ଛୁଟିଦିନ କିମ୍ବା କୌଣସି ଖାଲି ସମୟରେ ଅଧିକରୁ ଅଧିକ ଭାରତୀୟ ଶୋଇବାକୁ ପସନ୍ଦ କରିଥାନ୍ତି। ଅର୍ଥାତ ନିଜ ନିଦ ପୂରା କରିବାକୁ ସେମାନଙ୍କୁ ଭଲ ଲାଗିଥାଏ। ଏହି କଥା ଏକ ସର୍ଭେରୁ ସାମ୍ନାକୁ ଆସିଛି। ଭାରତରେ ଏମିତି ପ୍ରଥମ ସର୍ଭେ ହୋଇଛି, ଯେଉଁଥିରେ ଏହା ଜାଣିବାକୁ ଚେଷ୍ଟା କରାଯାଇଥିଲା କି,…

କରୋନା ଟେଷ୍ଟିଂକୁ ନେଇ ସରକାରଙ୍କ ନୂଆ ଷ୍ଟ୍ରାଟେଜି: ଆଜିଠୁ ରାଜ୍ୟର ଘରେ ଘରେ ବୁଲି ସର୍ଭେ କରୁଛନ୍ତି ଆଶା ଦିଦି ଓ ANM…

ଭୁବନେଶ୍ବର: କରୋନା ଟେଷ୍ଟିଂକୁ ନେଇ ସରକାରଙ୍କ ନୂଆ ଷ୍ଟ୍ରାଟେଜି । ଆଜିଠୁ ରାଜ୍ୟର ଘରେ ଘରେ ଆରମ୍ଭ ହୋଇଛି ସର୍ଭେ। ସବୁ ଗାଁ ଓ ସହରର ବସ୍ତିର ଘରକୁ ଯାଉଛନ୍ତି ଆଶା ଦିଦି ଓ ANM କର୍ମୀ । ଯାହାର ବି କୋଭିଡ୍‌ ଲକ୍ଷଣ ଦେଖାଯିବ ତାର ପରୀକ୍ଷା କରାଯିବ । ଏହି ଅଭିଯାନ ଜୁଲାଇ ୩୧ ପର୍ଯ୍ୟନ୍ତ…

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ, ଓଡ଼ିଶାରେ ମୋଦୀଙ୍କ ପ୍ରଦର୍ଶନରେ ସର୍ବାଧିକ ସନ୍ତୁଷ୍ଟ

ଭୁବନେଶ୍ବର: ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ସର୍ବେକ୍ଷଣ ସଂସ୍ଥା ସି-ଭୋଟର ପକ୍ଷରୁ କରାଯାଇଥିବା ‘ଷ୍ଟେଟ୍‌ ଅଫ୍‌ ଦି ନେସନ ୨୦୨୦’ ସର୍ଭେରେ ଏହି ତଥ୍ୟ ଆସିଛି।। ତାଙ୍କ କାର୍ଯ୍ୟରେ ଓଡ଼ିଶାର ଲୋକ ବେଶ୍‌ ଖୁସି ଅଛନ୍ତି। ଜାତୀୟ ଗଣମାଧ୍ୟମରେ ଏହା ଖବରର…

ଦେଶରେ ବଜେଟ୍‌ ପ୍ରସ୍ତୁତ ପ୍ରକ୍ରିୟାରେ ଓଡ଼ିଶା ତୃତୀୟ ସର୍ବୋଶ୍ରେଷ୍ଠ, ସ୍ୱଛତା ଓ ପାରଦର୍ଶିତା ଆଦିକୁ ନେଇ…

କେନ୍ୟୁଜ୍: ଦେଶରେ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟାରେ ଓଡ଼ିଶା ତୃତୀୟ ସର୍ବଶ୍ରେଷ୍ଠ । ସ୍ୱଚ୍ଛତା ଓ ପାରଦର୍ଶିତା ଆଦିକୁ ନେଇ କରାଯାଇଥିବା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ସର୍ଭେରେ ଏହା କୁହାଯାଇଛି । ସବୁଠୁ ଆଗରେ ରହିଛି ଆସାମ । ଏହା ପଛକୁ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ରହିଛନ୍ତି । ପ୍ରଥମ…

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଦେଶରେ ଜିଲ୍ଲା ଓ ତଳ କୋର୍ଟରେ ପଡି ରହିଥିବା ମାମଲାରେ ଓଡ଼ିଶାର ହାର ସର୍ବାଧିକ

ନ୍ୟାୟିକ ବ୍ୟବସ୍ଥାରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ। ପ୍ରକାଶିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଦେଶରେ ତଳ କୋର୍ଟରେ କେତେ ସମୟ ଧରି ମାମଲା ପଡି ରହୁଛି, ଏହାର ହିସାବ ଦେଖିଲେ ଓଡ଼ିଶାରେ ଏ ସଂଖ୍ୟା ଦେଶରେ ସବୁଠାରୁ ଅଧିକ। ଗୋଟିଏ ବର୍ଷରେ ଫୈସଲା ହାରରେ…

ଏନ୍‌ଏମ୍‌ଡିଏ ଟିମର ଫନି ଅନୁଧ୍ୟାନ, କ୍ଷୟକ୍ଷତି ଭରଣା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

ରାଜ୍ୟରେ ବାତ୍ୟା ଫନି ପରର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏନ୍‌ଏମ୍‌ଡିଏର ଟିମ୍‌। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତିର ସମୀକ୍ଷା କରୁଛନ୍ତି ୩ ଜଣିଆ ପ୍ରତିନିଧି ଦଳ। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଟିମ୍‌ ଖୋର୍ଦ୍ଧା ଯାଇ ସ୍ଥିତି ପରଖିଥିଲେ। ଆଜି ଟିମ୍‌ ପୁରୀର ପ୍ରଭାବିତ…