Browsing Tag

Sushant wrote special note

ଭଉଣୀ ପାଇଁ ସୁଶାନ୍ତ ଲେଖିଥିଲେ ସ୍ପେଶାଲ ନୋଟ, ସୋସିଆଲ ମିଡିଆରେ ହେଉଛି ଭାଇରଲ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆକସ୍ମିକ ମୃତ୍ୟୁକୁ ସହଜରେ କେହି ଏପର୍ଯ୍ୟନ୍ତ ବିଶ୍ୱାସ କରିନାହାନ୍ତି। ଫ୍ୟାନମାନଙ୍କ ପରି ସୁଶାନ୍ତଙ୍କ ପରିବାର ଲୋକ ମଧ୍ୟ ବହୁତ ଦୁଃଖିତ ରହିଛନ୍ତି। ସୁଶାନ୍ତ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ଆମେରିକାରେ ରହୁଛନ୍ତି। ଭାଇର ମୃତ୍ୟୁ ପରେ ଭାଇ ସହିତ ଜଡିତ…