Browsing Tag

swami sivanandas

ନିଜ ଖାଦ୍ୟରେ ତେଲ ମସଲା, କ୍ଷୀର ମିଶାନ୍ତିନି ଯୋଗ ଗୁରୁ ଶିବାନନ୍ଦ: ୧୨୬ ବର୍ଷରେ ବି ସୁସ୍ଥ

ଆପଣମାନେ ଜାଣିଥିବେ ଆଜିର ଦୁନିଆରେ ଅନେକ ଲୋକ ଅଛନ୍ତି ଯିଏ କି ଅଧିକ ବର୍ଷ ବଞ୍ଚିବା ପାଇଁ ଇଛା ରଖନ୍ତି କିନ୍ତୁ ସମସ୍ତଙ୍କ ଜୀବନଶୈଳୀ ଠିକ୍ ନଥାଏ। ନିଜର ଖାଦ୍ୟପେୟକୁ ନେଇ ମଣିଷର ସ୍ୱାସ୍ଥ୍ୟ ପରିବର୍ତ୍ତନ ହୋଇଥାଏ। ଆପଣ ଏଇ କିଛି ବର୍ଷରେ କାହାକୁ ଜାଣିଛନ୍ତି କି ଯାହାକୁ ୧୦୦ ବର୍ଷ ଟପି…