ନୁଡୁଲ୍ସ ନ ଖାଇ ସେଥିରେ ବୁଣିଲେ ସ୍ୱେଟର! ମହିଳାଙ୍କ କଳା ଦେଖି ଲୋକେ କହିଲେ, ‘୨୧ ତୋପ ସଲାମୀ ମିଳିବା ଉଚିତ’;…
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହା ଏମିତି ଏକ ପ୍ଲାଟଫର୍ମ, ଯେଉଁଠି ଲୋକମାନେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ଉଚିତ ମଣି ଥାଆନ୍ତି। ବିଶ୍ୱର କୋଣ ଅନୁକୋଣରୁ ଭାଇରାଲ ହେଉଥିବା ବିଭିନ୍ନ ପ୍ରକାର ଭିଡିଓ ଏତେ ଅଦ୍ଭୁତ ତଥା ଅଜବ ଥାଏ ଯେ ଲୋକମାନେ ସହଜରେ ଏହାକୁ ବିଶ୍ୱାସ…