Below header
Browsing Tag

swollen river

ରାସ୍ତା ନଥିବାରୁ ଭରା ନଦୀରେ ନେଉଥିଲେ ମୃତଦେହ, ମଝିରୁ ଭାସିଗଲା

କନ୍ଧମାଳ (କେନ୍ୟୁଜ): ପାଣି ସୁଅରେ ଭାସିଗଲା ମୃତଦେହ। କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡ଼ି ପଞ୍ଚାୟତ ବଗାଡ଼ି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଭରା ନଦୀରେ ମୃତଦେହକୁ ଧରି ପାର ହେବାବେଳେ କଫିନ ସହ ଭାସିଯାଇଥିଲା। ଗତକାଲି ବଗାଡ଼ି ଗାଁର ଜଣେ ବୃଦ୍ଧା ପଦ୍ମାବତୀ ପ୍ରଧାନଙ୍କ…