Below header
Browsing Tag

t-20 match

ଆଜି ଫଟାଫଟ୍’ କ୍ରିକେଟ୍ ର ଜନ୍ମଦିନ, ଜାଣନ୍ତୁ କେତେ ବୟସ ହେଲା ଟି-୨୦କୁ

ଆଜିର ଦିନରେ ୧୪ ବର୍ଷ ପୂର୍ବରୁ କ୍ରିକେଟର ଛୋଟ ଫର୍ମାଟ ଟି-୨୦ ମ୍ୟାଚ୍ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମ ମୁକାବିଲା ଅଷ୍ଟ୍ରେଲିୟା ଏବଂ ନ୍ୟୁଜଲ୍ୟାଣ୍ଡ ଭିତରେ ହୋଇଥିଲା, ଯାହା ୨୦୦୫ ମସିହା ଫେବୃଆରୀ ୧୭ ଆଜିର ଦିନରେ ହୋଇଥିଲା। ୧୪ ବର୍ଷ ପୂର୍ବରୁ ଅକଲ୍ୟାଣ୍ଡରେ ଖେଳାଯାଇଥିବା ଏହି…

ଆଜି ଟି-୨୦ ସିରିଜର ଶେଷ ମୁକାବିଲା: ଭାରତ-ଇଂଲଣ୍ଡ ହେବେ ମୁହାଁମୁହିଁ

ନୁଆଦିଲ୍ଲୀ: ଆଜି ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଶେଷ ମୁକାବିଲା। ବ୍ରିଷ୍ଟଲରେ ଏହି ମ୍ୟାଚ୍ ଖେଳାଯିବ। ଆଜି ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି। କାରଣ ତିନି ଟିକିଆ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ପ୍ରଥମ ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍…

ଆଜି ଭାରତ- ଇଂଲଣ୍ଡ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଭାରତ- ଇଂଲଣ୍ଡ ଟି-୨୦ ସିରିଜ୍। ଆଜି ମାଞ୍ଚେଷ୍ଟରରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଅଧିନାୟକ ବିରାଟ କୋହଲୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ନିକଟରେ ଆୟରଲାଣ୍ଡ ଠାରୁ ୨-୦ରେ ସିରିଜ୍ ଜିତିଥିବାରୁ ଭାରତର ମନୋବଳ ଦୃଢ ରହିଛି। ତେଣୁ ଆଜିର ମ୍ୟାଚ୍…