ଲୋକସଭାରେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ, ବର୍ତ୍ତମାନ ସଂସଦରେ ଦେଖିବାକୁ ମିଳିବ ଗାନ୍ଧୀ ପରିବାରର ତିନି ସଦସ୍ୟ
ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ଏକ ଫିକା ଧଳା ରଙ୍ଗର କେରଳୀ କସାବୁ ଶାଢ଼ୀ ପିନ୍ଧି ଆଜି ସଂସଦରେ ପ୍ରବେଶ କରିଥିଲେ ପ୍ରିୟଙ୍କା ଗାନ୍ଧୀ । କେରଳ ୱାଇନାଡ ଆସନରୁ ୪ଲକ୍ଷରୁ…