Browsing Tag

Taronga zoo

ଅବିକଳ କୁନି ପିଲାଙ୍କ ଭଳି କାନ୍ଦୁଛି ପକ୍ଷୀ, ନ ଦେଖିଲେ ବିଶ୍ୱାସ କରିପାରିବେନି; ଦେଖନ୍ତୁ ଭିଡିଓ

ଛୁଆଙ୍କ ଭଳି କାନ୍ଦୁଛି ପକ୍ଷୀ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଏକ ପକ୍ଷୀର ସ୍ୱର ଅବିକଳ ଛୁଆ କାନ୍ଦିବା ଭଳି ଶୁଭୁଛି। ଏହି ପକ୍ଷୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚିଡ଼ିଆଖାନା ପକ୍ଷରୁ ଏହି ପକ୍ଷୀର ଭିଡିଓକୁ ଟ୍ଵିଟରରେ…