Browsing Tag

tasty and healthy

ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି ରାଜମା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ରାଜମା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏମିତିକି ରାଜମା କଥା କହୁ କହୁ ହିଁ ଲୋଭ ଲାଗେ । ଏଥିରେ ଅଧିକ ମାତ୍ରାରେ ଭିଟାମିନ ଓ ଫାଇବର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସ୍ୱାଦିଷ୍ଟ ଖାଦ୍ୟ କିପରି ତିଆରି କରିବେ । ରାଜମା ହେଉଛି ପଞ୍ଜାବୀ ଖାଦ୍ୟ କିନ୍ତୁ କଶ୍ମିରୀ ମସଲା…

ପାଟିକୁ ଟେଷ୍ଟି ଓ ଦେହ ପାଇଁ ହିତକର ମିଠା ଖେଚୁଡ଼ି, ଆଜି ହିଁ ବନାନ୍ତୁ

ଯଦି ଆପଣ ଅତି କମ ସମୟରେ କିଛି ପୌଷ୍ଟିକ ଖାଦ୍ୟ ବନେଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ହେବ ଖେଚୁଡ଼ି । ଆପଣ ମାନେ ଅନ୍ୟ ଖେଚୁଡ଼ି କରିଥିବେ ଓ ଖାଇଥିବେ ନିଶ୍ଚିତ । କିନ୍ତୁ ଘରେ ଥରେ ମିଠା ହଳଦିଆ ରଙ୍ଗର ଖେଚୁଡ଼ି ପ୍ରସ୍ତୁତ କରନ୍ତୁ । ଏହା ଖାଇବାକୁ ଖୁବ…

ଶୀତ ଦିନରେ ବ୍ରେକଫାଷ୍ଟ ପାଇଁ ପ୍ରସ୍ତୁତ କରନ୍ତୁ ‘ମକାଇ କା ଚିଲ୍ଲା’, ମିନିଟ୍‌ରେ ହେବ ପ୍ରସ୍ତୁତ

ଶୀତଦିନରେ ସକାଳୁ ଜଲଦି ନ ଉଠି ପାରିବା କାରଣରୁ ଜଳଖିଆ ଖାଇହୁଏ ନାହିଁ। ଯାହା ସ୍ୱାସ୍ଥ୍ୟପାଇଁ ହାନିକାରକ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ରେସିପୀ ବିଷୟରେ ଜଣାଇବୁ, ଯାହା ମାତ୍ର କେଇ ମିନିଟ୍‌ ମଧ୍ୟରେ ତିଆରି ହୋଇଯିବ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ‘ମକାଇ କା ଚିଲ୍ଲା’।…

ଭାତ ବଳକା ରହିଯାଇଛି କି ? ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ରାଇସ୍‌ ବଲ୍‌’

ଆପଣ ଯେତେ ବି ମାପିଚୁପି ଭାତ ରାନ୍ଧନ୍ତୁ ନା କାହିଁକି ନିଶ୍ଚିତ ଭାବେ ଭାତ ବଳକା ରହିଯାଏ। ଯାହାକୁ ନେଇ ଆପଣ ଫିଙ୍ଗିଦିଅନ୍ତି। କିନ୍ତୁ ଆଜି ଆପଣଙ୍କୁ ଏହି ବଳକା ଭାତରୁ କିପରି ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି କରିପାରିବେ ତାହା ଆମେ ଜଣାଇବୁ। ଆବଶ୍ୟକ ସାମଗ୍ରୀ : ଏକ ଚାମଚ ଲହୁଣୀ ୧ କପ…