Browsing Tag

teacher student

ସ୍କୁଲକୁ ନିଜ ଘର ଓ ପିଲାଙ୍କୁ ନିଜ ପୁଅ ଝିଅ ଭଳି ଦେଖନ୍ତି, ଏମିତି ଜଣେ ଶିକ୍ଷକ ଯାହାଙ୍କୁ ଝୁରୁଛନ୍ତି ଛାତ୍ରଛାତ୍ରୀ

ରାଇକିଆ: ସ୍କୁଲକୁ ନିଜ ଘର ଓ ପିଲାମାନଙ୍କୁ ନିଜ ପୁଅ ଝିଅ ଭଳି ଦେଖନ୍ତି ବିରେନ ସାର । ସ୍କୁଲକୁ ବଗିଚା ଭଳି ସଜେଇ ପିଲାମାନଙ୍କ ଅଳି ଅର୍ଦଳି ବି ବୁଝନ୍ତି । ସେ ଶିକ୍ଷକ କମ ବାପାଙ୍କ ଦାୟିତ୍ୱ ବେଶୀ ତୁଲାନ୍ତି । କେବଳ ସ୍କୁଲରେ ନୁହେଁ ଗାଁର ମୁରବି ଦାୟିତ୍ୱ ବି ତୁଲାନ୍ତି । ଆମେ କହୁଛୁ…

ଶିକ୍ଷକଙ୍କ ଅଭିନବ ପ୍ରୟାସ, ସ୍କୁଲ ଦେଖିଲେ ଲାଗୁଛି ସତେ ଯେମିତି ପାରିଜାତ ପାର୍କ

ସୁନ୍ଦରଗଡ଼: ଛାତ୍ରାବସ୍ଥାରୁ ଦେଖିଥିବା ସ୍ୱପ୍ନ କେବେ ବାସ୍ତବରେ ପରିଣତ ହେବ ବୋଲି ସେ ଭାବି ନଥିଲେ, ଆଉ ପିଲାଟି ଦିନରୁ କିଛି ନୂଆ କରି ଦେଖାଇବାର ଆକାଂକ୍ଷା, ଅଭିଳାଷା ତଥା ପରିକଳ୍ପନା ଆଜି ବାସ୍ତବ ରୂପ ନେଇଛି । ଏହା ଦେଖି ଆପଣ ନିଶ୍ଚୟ ଭାବୁଥିବେ ଏ କୌଣସି ବଡ ଲୋକଙ୍କ ଘର କିମ୍ବା କୌଣସି…

ଉପାନ୍ତରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଜଣେ ମାତ୍ର ଶିକ୍ଷକରେ ଚାଲିଛି ହାଇସ୍କୁଲରେ ପାଠ ପଢ଼ା

କଣ୍ଟାବାଞ୍ଜି: ଛାତ୍ରଛାତ୍ରୀ ଅଛନ୍ତି । ସ୍ମାର୍ଟସ୍କୁଲ ବି ଅଛି । କିନ୍ତୁ ସ୍କୁଲରେ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ଜଣେ ଶିକ୍ଷକଙ୍କୁ ନେଇ ଚାଲିଛି ପାଠ ପଢ଼ା । ଆଗକୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାଟ୍ରିକ୍‌ ପରୀକ୍ଷା କିନ୍ତୁ ପିଲାଙ୍କ ପାଠ ପଢ଼ିବା ପାଇଁ ବ୍ୟବସ୍ଥା ନାହିଁ । ଉପାନ୍ତ…

ସଂସ୍କୃତ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ, ଏ ଦୃଶ୍ୟ ଖୁବ ନିଆରା

ହିନ୍ଦୋଳ: ଗୁରୁ ଶିଷ୍ୟଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୀବନରେ ଜଣେ ଭଲଗୁରୁଙ୍କୁ ପାଇବା ସହଜ ନୁହେଁ, ଆଉ ଯେଉଁମାନେ ପାଇଛନ୍ତି ସେମାନେ ଭୁଲିବାକୁ ନାରାଜ । ଆଉ ଯେତେବେଳେ ସରକାରୀ ନିୟମ ଅନୁଯାୟୀ ଜଣେ ଶିକ୍ଷକ ଅବସର ନେଉଛନ୍ତି ସେତେବେଳେ ବିଦାୟକାଳୀନ…

ଅବସର ପରେ ଶିକ୍ଷକଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା, ଏ ଦୃଶ୍ୟ ଥିଲା ବେଶ ନିଆରା

ଅବସର ପରେ ଶିକ୍ଷକଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା । ବିଦ୍ୟାଳୟର ପୁରାତନ ଛାତ୍ର, ବର୍ତ୍ତମାନର ଛାତ୍ର ଓ ଗ୍ରାମବାସୀ ମାନଙ୍କର ଶିକ୍ଷକଙ୍କ ପ୍ରତି ଭଲ ପାଇବାର ଦେଇଛନ୍ତି ନିଛକ ଉଦାହରଣ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଦୀର୍ଘ ୧୬ ବର୍ଷ ଧରି ବିଦ୍ୟାଳୟରେ…

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ପୁରୀର ଜଣେ ଶିକ୍ଷୟତ୍ରୀ । ପୁରୀ ବଡ଼ ଦାଣ୍ଡ ସ୍ଥିତ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ତାଙ୍କ ସ୍ୱାମୀ ଶାରଦା…

ନିଆରା ଢଙ୍ଗରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଲେ ପୁରାତନ ଛାତ୍ରଛାତ୍ରୀ

ଆଳି (କେନ୍ୟୁଜ): ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଯେମିତି ଲାଗୁଛି କୌଣସି ନେତାଙ୍କ ରାଲି ଯାଉଛି । କିନ୍ତୁ ନାଁ ଆଜ୍ଞା ୨୯ ବର୍ଷ ଧରି ଶିକ୍ଷାଦାନ କଲାପରେ ଜଣେ ଶିକ୍ଷକଙ୍କୁ ତାଙ୍କ ପ୍ରିୟ ପୁରାତନ ଛାତ୍ରଛାତ୍ରୀ…

ଛାତ୍ରୀଙ୍କୁ ଧରି ଫେରାର ମାରିଥିଲେ ଶିକ୍ଷକ, ଗାଁ ଲୋକଙ୍କ ଦ୍ୱାରା କାବୁ ହୋଇ ଖୁଣ୍ଟିରେ ବନ୍ଧା ହେଲେ

ଗଞ୍ଜାମ (କେନ୍ୟୁଜ): ଛାତ୍ରଛାତୀ ଓ ଶିକ୍ଷକଙ୍କ ସମ୍ପର୍କ ବହୁ ଉଚ୍ଚରେ । ଶିକ୍ଷକଙ୍କୁ ଭଗବାନଙ୍କ ଭଳି ସମ୍ମାନ କରାଯାଏ କାରଣ ସେମାନେ ପିଲାମାନଙ୍କ ଭବିଷ୍ୟତ ଗଢ଼ନ୍ତି । କିନ୍ତୁ ଏହି ଶିକ୍ଷକମାନେ ଯଦି ପାଠ ପଢ଼ାଇବା ବଦଳରେ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବେ ତେବେ କିଏ ବା କଣ କହିିବ । ତେବେ…

ଗୁରୁ ଭକ୍ତିର ଅନନ୍ୟ ନିଦର୍ଶନ, ୫୪୦ କିଲୋମିଟର ଭାରରେ ଢେଙ୍କାନାଳରୁ ନବରଙ୍ଗପୁର ବୋହିଲେ ଶିଷ୍ୟ

କେନ୍ୟୁଜ୍ (ବ୍ୟୁରୋ): ମଣିଷ ଆଧୁନିକତାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯାଉଛି କିନ୍ତୁ ଆଜି ବି ବଞ୍ଚି ରହିଛି ଗୁରୁ ଶିଷ୍ୟ ପରମ୍ପରା ଆଉ ଦେଖିବାକୁ ମିଳିଛି ଗୁରୁ-ଶିଷ୍ୟ ପରମ୍ପରାର ଏକ ନିଆରା ଉଦାହରଣ । ଅସୁସ୍ଥ ଗୁରୁଙ୍କୁ ୫୪୦ କିଲୋମିଟର ଭାରରେ ବୋହି ବୋହି ଆଣିଲେ ଶିଷ୍ୟ। ଦୀର୍ଘ…

ଗୁରୁଙ୍କ ଆଦେଶରେ ଅମୃତଭଣ୍ଡା ତୋଳି ହାତ ଭାଙ୍ଗିଲେ ଛାତ୍ର, ଅନୁକମ୍ପା ଦେଖାଇଲେ ନାହିଁ ଶିକ୍ଷକ, ତାତିଲେ ଗ୍ରାମବାସୀ 

ଗଜପତି(କେନ୍ୟୁଜ୍):  ମଣିଷ ତିଆରି କାରଖାନାରେ ଅମଣିଷ ବିନ୍ଧାଣୀ। ଯାହାକୁ ଶୁଣିବା ମାତ୍ରେ ଦେହର ରକ୍ତ ଗରମ ହୋଇଯିବ।  ଯେଉଁଠି ପାଠ ପଢାଯାଇ କୁନି କଳିକା ମାନଙ୍କୁ ଦେଶର ଆଗାମୀ ଭବିଷ୍ୟତ ରୂପେ ଗଢାଯାଏ, ସେଠି ଯଦି ଅମଣିଷ ଶିକ୍ଷକ ରୁହେ ତେବେ କଣ ବିତୁଥିବ ସେହି ପିଲା ମାନଙ୍କ ଉପରେ ତାହା…