Browsing Tag

Tejas Film

‘ତେଜସ’ର ଟିଜର ରିଲିଜ, ଏୟାରଫୋର୍ସ ପାଇଲଟ ଲୁକରେ ନଜର ଆସିଲେ କଙ୍ଗନା

କଙ୍ଗନା ରଣାଓ୍ଵତଙ୍କ ଅପକମିଂ ଫିଲ୍ମ ‘ତେଜସ’ର ଟିଜର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଏହାର ଟିଜରକୁ ସେୟାର କରାଯାଇଛି । କଙ୍ଗନା ଏହି ଫିଲ୍ମରେ ଭାରତୀୟ ଏୟାରଫୋର୍ସ ପାଇଲଟଙ୍କ ଭୂମିକାରେ ନଜର ଆସିବେ । ଏହି ଟିଜରରେ କଙ୍ଗନା ଫ୍ଲାଇଂ ସୁଟ୍‌ ପିନ୍ଧି ଏୟାରଫୋର୍ସ ଷ୍ଟେସନରୁ ଉଡାଣ ଭରିବାକୁ…

କଙ୍ଗନା ଆରମ୍ଭ କଲେ ‘ତେଜସ୍’ର ସୁଟିଂ, ବର୍ଦ୍ଦି ପିନ୍ଧି ଫାଇଟର ପାଇଲଟ ହୋଇସାରିଛନ୍ତି ପ୍ରସ୍ତୁତ

କଙ୍କନା ରଣାୱତ ନିଜର ଅପକମିଂ ଫିଲ୍ମ ‘ତେଜସ୍’ର ସୁଟିଂ ଆରମ୍ଭ କରିଦେଇଛନ୍ତି। କଙ୍ଗନା ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନାର ଡ୍ରେସ ପିନ୍ଧିଥିବା କଙ୍ଗନା ନଜର ଆସିଛନ୍ତି। ଫଟୋ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି, On to my next mission #Tejas,…