Below header
Browsing Tag

temperture in odisha

ସବୁ ରେକର୍ଡ ଭାଙ୍ଗବ ତାତି, ଆଜି ୪୩.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା ଓ ଭୁବନେଶ୍ବର ୪୨.୨ ଡିଗ୍ରୀ

ଭୁବନେଶ୍ୱର : ସବୁ ରେକର୍ଡ ଭାଙ୍ଗବ ତାତି। ମାଡ଼ି ଆସୁଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ। ତତଲା ତାୱାରେ ଆହୁରି ଭାଜି ହେବ ଓଡ଼ିଶା।  ଆଜି ୪୩.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଭୁବନେଶ୍ବର, ହୀରାକୁଦ ଓ ସମ୍ବଲପୁରରେ ୪୨.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଛି।…

୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ରାଜ୍ୟର ସବୁଠାରୁ ଉତ୍ତପ୍ତ, ୪୦ ଡିଗ୍ରୀ ଉପରେ ୧୮ ସହର

ଭୁବନେଶ୍ୱର : ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି ୧୮ ସହରର ତାପମାତ୍ରା । ୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ  । ବିଭିନ୍ନ ସ୍ଥାନରେ ୪୦ ଉପରେ ପାରଦ…

୨ଟା ୩୦ ସୁଦ୍ଧା ୪୧.୮ ଡିଗ୍ରୀରେ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର :  ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ଆଜି ୨ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୪୦.୪ ଡିଗ୍ରୀ ତାପମାତ୍ରା ଥିବା ବେଳେ ବାଲେଶ୍ୱରରେ ୪୦.୩ ଡିଗ୍ରୀ ପାରଦ ରହିଛି ।…

ଆସନ୍ତା ୧୩ ତାରିଖ ପରଠୁ ପୁଣି ତାତି ବଢ଼ିବା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୧୩ ତାରିଖ ପରଠୁ ପୁଣି ତାତି ବଢ଼ିବା ସମ୍ଭାବନା । ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ବଢ଼ିପାରେ। ପୁଣି ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଭୁବନେଶ୍ବର…

ଆଜି ୪ ସହରରେ ପାରଦ ୪୩ ଡିଗ୍ରୀ ସେଲସିୟସ୍ , ଅନୁଗୁଳରେ ସର୍ବାଧିକ ୪୩.୫ ଡିଗ୍ରୀ

ଭୁବନେଶ୍ୱର : ଆକାଶରୁ ନିଆଁ ବର୍ଷା। ଝାଞ୍ଜି କରୁଛି କଲବଲ। ଉପକୂଳରୁ ଉପାନ୍ତ। ପ୍ରଚଣ୍ଡ ତାତିରେ ଆଉଟୁପାଉଟୁ ରାଜ୍ୟବାସୀ। ଆଗାମୀ ୨୪ ଘଣ୍ଟା ଯାଏ ଜାରି ରହିବ ଗ୍ରୀଷ୍ମପ୍ରବାହ। ଆଜି ୪ ସହରରେ ପାରଦ ଛୁଇଁଛି ୪୩ ଡିଗ୍ରୀ ସେଲସିୟସ୍ । ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ…

ଭୁବନେଶ୍ବରରେ ପାରଦ ୪୩ ଦଶମିକ ୫ ଡିଗ୍ରୀ, ଦେଶର ଦ୍ବିତୀୟ ଓ ଏସିଆର ଷଷ୍ଠ ଉତ୍ତପ୍ତ ସହର ଭୁବନେଶ୍ବର

ଭୁବନେଶ୍ବର: ତାତିରେ ଜଳୁଛି ସାରା ଓଡ଼ିଶା । ୪୦ ଡିଗ୍ରୀ ଉପରେ ରହିଛି ୨୫ ସହରର ତାପମାତ୍ରା। ଭୁବନେଶ୍ବରରେ ପାରଦ ୪୩ ଦଶମିକ ୫ ଡିଗ୍ରୀ ଛୁଇଁଛି । ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭୁବନେଶ୍ବର। ଏସିଆର ୧୦ ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠରେ ରହିଛି ଭୁବନେଶ୍ବର। ଏସିଆ ଭିତରେ ନଦ୍ୟାଲ ଚତୁର୍ଥ ଉତପ୍ତ…

ପୁଣି ବଢିବ ତାତି, ଏପ୍ରିଲ ମାସରେ ରାଜ୍ୟରେ ଅସମ୍ଭାଳ ହେବ ଖରା

ଭୁବନେଶ୍ୱର (କେନ୍ୟୁଜ): ୩ ମାସ ଜାଳିବ । ଆଗକୁ ଆହୁରି ବଢିବ ତାତି। ଏପ୍ରିଲ ମାସରେ ରାଜ୍ୟରେ ଅସମ୍ଭାଳ ହେବ ତାତି । ଏପ୍ରିଲରୁ ଜୁନ ମଧ୍ୟରେ ଦେଶରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିବ । ଏହା ୧୦ରୁ ୨୦ ଦିନ ପର୍ଯ୍ୟନ୍ତ ରହିବ। ଓଡ଼ିଶା ସମେତ ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶରେ…