Browsing Tag

temple clean

ରାତିରେ ଏଥି ପାଇଁ ସଫା ହୋଇ ନଥାଏ ମନ୍ଦିର, ରାଗି ଯାଇଥାନ୍ତି ମା’ ଲକ୍ଷ୍ମୀ

ଆମର ଶାସ୍ତ୍ରରେ ସଫା ଉପରେ ଗୁରୁତ୍ୱ ଦିଆଯାଇଛି । ହେଲେ ମନ୍ଦିର ଓ ପୂଜା ଘରର ସଫା ପାଇଁ କିଛି ନିୟମ ରହିଛି । କୁହାଯାଏ ମନ୍ଦିର ସଫା ନ ରହିଲେ ଦେବତା ରୁହନ୍ତି ନାହିଁ । ତେବେ ରାତିରେ ମନ୍ଦିର ସଫା ପାଇଁ ବାରଣ ରହିଛି । ଏହି ନିୟମ ପାଳନ ନ କଲେ ଘରେ ଅସୁବିଧା ହୋଇଥାଏ । ଆସନ୍ତୁ ଜାଣିବା କ’ଣ…