Browsing Tag

tension in police station

ଯାଜପୁର : ଅଭିଯୁକ୍ତକୁ ଅହେତୁକ ଅନୁକମ୍ପାକୁ ନେଇ ଅଭାବନୀୟ କାଣ୍ଡ, ଥାନାରେ ଅଭିଯୋଗାକରୀଙ୍କ ଆତ୍ମାହୂତି ଉଦ୍ୟମ

ଯାଜପୁର ଟାଉନ: ଅଭିଯୋଗ ହୋଇଛି କୁଆଡ଼େ ପୋଲିସ୍ ଲୋକଙ୍କ ଆଗରେ ଅଭିଯୁକ୍ତକୁ ଅହେତକୁ ଅନୁକମ୍ପା ଦେଖାଇଛି। କୋର୍ଟ ନେବା ରାସ୍ତାରେ ଅଭିଯୁକ୍ତଙ୍କୁ ଥାନା ଗାଡ଼ି ପରିବର୍ତ୍ତେ ଅଭିଯୁକ୍ତର ନିଜସ୍ୱ ଗାଡ଼ିରେ କୋର୍ଟ ନେଇଥିଲା । ତେଣୁ ଏହାକୁ ବିରୋଧ କରି ଅଭିଯୋଗକାରୀ ଥାନାରେ ଆତ୍ମହୂତି ଉଦ୍ୟମ…