ଇନଷ୍ଟାଗ୍ରାମ ଆଣୁଛି ”ଫେବରିଟ୍” ଫିଚର୍! ଜାଣନ୍ତୁ କିପରି କରିବ କାମ
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏବେ ଫେବରିଟ୍ ନାମକ ନୁଆ ଫିଚର୍ ଆଣିବାକୁ ଯାଉଛି। ଏହି ଫିଚର୍ ଉପରେ ପରୀକ୍ଷଣ ଆରମ୍ଭ କରାଯାଇଛି। ଏହି ଫିଚର୍ ଇନଷ୍ଟାଗ୍ରାମ ବ୍ୟବହାରକାରୀ ମାନଙ୍କୁ ସେମାନଙ୍କ ପସନ୍ଦର ପୋଷ୍ଟ,ଷ୍ଟୋରି ଓ ଅନ୍ୟାନ୍ୟ ବିଷୟ ବସ୍ତୁ ଦେଖିବାରେ ସାହାଯ୍ୟ କରିବ। ଆପଣ ଯଦି…