Browsing Tag

the severed man’s head found

ଯାଜପୁର : କୂଳଭେଡି ଗାଁ ଧାନ କିଆରୀରୁ କଟା ମଣିଷ ମୁଣ୍ଡ ଉଦ୍ଧାର

ଯାଜପୁର ଟାଉନ(କେନ୍ୟୁଜ୍‌) : ଯାଜପୁର ଥାନା ଚିତାଳ କୂଳଭେଡି ଗାଁ ଧାନ କିଆରୀ ରୁ ଏକ କଟା ମଣିଷ ମୁଣ୍ଡ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ମୁଣ୍ଡ ଟି କୌଣସି ଏକ ଶିଶୁ ର ବୋଲି ଅନୁମାନ କରାଯାଉଛି । ଆଜି ଅପରାହ୍ନରେ ଗ୍ରାମବାସୀ ବିଲ ରେ ଘାସ କାଟୁଥିବା ବେଳେ ଏହାକୁ ଦେଖିଥିଲେ। ସନ୍ଧ୍ୟା…