Below header
Browsing Tag

the story of 60 pairs of shoes

ଡ଼୍ୟାନୁବ୍‌ ନଦୀ କୂଳରେ ଥିବା ଏହି ୬୦ ହଳ ଜୋତା କହେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏମିତି କିଛି ଦୁଃଖଦ କାହାଣୀ

ପ୍ରତ୍ୟେକ ଯୁଦ୍ଧ ପଛରେ ରହିଛି ଏକ ଭୟଙ୍କର କାହାଣୀ । ହଙ୍ଗେରୀ ପାର୍ଲାମେଣ୍ଟ ଠିକ୍‌ ସାମ୍ନାରେ ଡ୍ୟାନୁବ ନଦୀ କୂଳରେ ନଦୀକୁ ଚାହିଁ ରହିଥିବା ଏହି ୬୦ ହଳ ଜୋତା ପଛରେ ରହିଛି ଏପରି କିଛି ଦୁଃଖଦ କାହାଣୀ । ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ହତବାକ୍‌ । ଏହି କାହାଣୀ ହେଉଛି ୨ୟ ବିଶ୍ୱଯୁଦ୍ଧ…