Browsing Tag

the tashkent files

ନଶିରୁଦ୍ଦିନ ଶାହାଙ୍କ ‘ ଦ ତାସକେଣ୍ଟ ଫାଇଲ୍ସ’ ଖୋଲିବ ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ

ମୁମ୍ବାଇ : ବର୍ଷର ଆରମ୍ଭ ପଲିଟିକାଲ ଡ୍ରାମା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ରୁ ହୋଇଥିଲା। ଏହାପରେ ‘ଠାକରେ’ ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ଏପ୍ରିଲ ୫ରେ ରିଲିଜ୍ ହେବାକୁ ଯାଉଛି। ଏହା ସହ ଆଉ ଏକ ପଲିଟିକାଲ ଡ୍ରାମା ଫିଲ୍ମ ସିନେମା ଘରକୁ ଖୁବ ଶୀଘ୍ର…