ଚୋରି ମୋବାଇଲ ବାଣ୍ଟିଲା କମିଶନରେଟ ପୋଲିସ, ବ୍ୟବହାରକାରୀ ଫେରିପାଇଲେ ନିଜ ଫୋନ
ଭୁବନେଶ୍ବର(କେନ୍ୟୁଜ୍): ଚୋରି ମୋବାଇଲ ଫେରିପାଇଲେ ବ୍ୟବହାରକାରୀ । କମିଶନରେଟ୍ ପୋଲିସ ଉଦ୍ୟମରେ ଚୋରି ହୋଇଥିବା ୧୦୮ ମୋବାଇଲ ଫେରିପାଇଲେ ବ୍ୟବହାରକାରୀ । ଏହି ଉପଲକ୍ଷେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୋବାଇଲ ମେଳା ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ,…