Browsing Tag

third marriage

ତୃତୀୟ ବିବାହ କରିବେ କିି ଆମିର ଖାନ! କନ୍ୟାର ନାଁ କହିଲେ ଲୋକେ, ‘ଲାଲ ସିଂହ ଚଢ଼ା’ ରିଲିଜ୍‌ ପରେ ହୋଇ ପାରେ ଘୋଷଣା

ବଲିଉଡ୍‌ ଅଭିନେତା ଆମିର ଖାନ ନିକଟରେ ନିଜ ଛାଡ଼ପତ୍ର ଖବରକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଦ୍ୱିତୀୟ ଥର ବିବାହ ଭାଙ୍ଗି ଆମିର ପୁଣିଥରେ ସିଙ୍ଗଲ ହୋଇ ଯାଇଛନ୍ତି। ଏବେ କିନ୍ତୁ ଇଣ୍ଡଷ୍ଟ୍ରୀରେ ଆଉ ଏକ ଖବରକୁ ନେଇ ଜୋର୍‌ରେ ଚର୍ଚ୍ଚା ହେଉଛି କି, ମିଷ୍ଟର ପରଫେକ୍ସନିଷ୍ଟ ଜଲ୍‌ଦି ସଂସାର ଗଢ଼ିବାକୁ…