Browsing Tag

ticket black

ବାରବାଟୀରେ ବିକ୍ରି ହୋଇଗଲା ଡୁପ୍ଲିକେଟ ଟିକେଟ, ମିଡିଆ ପାସରେ ବି ଜାଲିଆତି ହୋଇଥିବାର ଆସିଲା ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ):   ବାରବାଟୀ ମ୍ୟାଚରେ  ଟିକେଟ ବ୍ଲାକ କଲା କିଏ? ଦୁଇଟି ଭିନ୍ନ ଭିନ୍ନ ଟିକେଟ ମିଳୁଥିବାରୂ ଟିକେଟ ବ୍ଲାକ ହୋଇଥିବାର ଆଭାସ  ମିଳିଛି। କିଛି ଦର୍ଶକଙ୍କ ପାଖରେ ଏମିତି କିଛି ଭିନ୍ନ ଟିକେଟ ଥିଲା ଯାହା ଡୁପ୍ଲିକେଟ ବୋଲି ସନ୍ଦେହ ହୋଇଥିଲା । ଯେଉଁଥିପାଇଁ କିଛି ଦର୍ଶକ…