Browsing Tag

tiger footprint

ଗାଁ ନଦୀ ପଠାରେ ୨୦ ରୁ ଅଧିକ ସ୍ଥାନରେ ପଡିଛି ବାଘ ପାଦ ଚିହ୍ନ, ଲୋକେ ଆତଙ୍କିତ

ଉଦଳା : ଗାଁ ରେ ପଡିଛି ବାଘ ପାଦ ଚିହ୍ନ। ଗାଁ ନଦୀ ପଠାରେ ୨୦ ରୁ ଅଧିକ ସ୍ଥାନରେ ପଡିଛି ପାଦ ଚିହ୍ନ। ଯାହାକୁ ନେଇ ଲୋକେ ଆତଙ୍କିତ। କପ୍ତିପଦା ବନାଞ୍ଚଳ ମହିଷାସୁରି ଗ୍ରାମ ନିକଟରେ ଥିବା ସୋନ ନଦୀ ପଠାରେ ପଡିଛି ବାଘ ପାଦ ଚିହ୍ନ। ଆଜି ସକାଳେ ସ୍ଥାନୀୟ ଲୋକେ ନଦୀକୁ ଯିବା ସମୟରେ ନଦୀ…

ଗାଁରେ ବାଘ ପାଦ ଚିହ୍ନ, ମୟୂରଭଞ୍ଜବାସୀ ଆତଙ୍କିତ

ମୟୂରଭଞ୍ଜ : ଗାଁରେ ବାଘ ଆତଙ୍କ ।  ଦେଖିବାକୁ ମିଳିଛି ବାଘର ପାଦ ଚିହ୍ନ ।  ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳ ଅଧୀନ ଅସନବଣି ଗାଁରେ ବାଘ ଆତଙ୍କ ।  କେନାଲ ପାଖରେ ଦେଖିବାକୁ ମିଳିଛି ବାଘର ପାଦ ଚିହ୍ନ ।  ୮ ରୁ ଅଧିକ ସ୍ଥାନରେ ପାଦ ଚିହ୍ନ ଦେଖାଯାଇଛି ।  ବାଘଟି ଶିମିଳିପାଳ ଜଙ୍ଗଲରୁ ଆସି…

ବୁଲୁଛି ମହାବଳ, ରାଉତରଙ୍ଗା ଗାଁ ନିକଟରେ ପାଦ ଚିହ୍ନ ଠାବ

ବୁଲୁଛି ମହାବଳ। ରାୟଗଡା ଜିଲ୍ଲା ପଦ୍ମପୁର ନିକଟ ଇନ୍ଦୁପୁର, ଅଣ୍ଡରୁଗୁଡା, ରାଉତରଙ୍ଗା ଗାଁ ନିକଟରେ ମହାବଳ ବାଘର ପାଦ ଚିହ୍ନ ଠାବ । ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ। ଗତକାଲି ଗୁଡାରି ବ୍ଲକ କଦମା ପଂଚାୟତର ମେରେଣ୍ଡା ନିକଟସ୍ଥ ନଦୀ ବାଲି ଶଯ୍ୟାରେ ଏକ ବାଘର ପାଦ ଚିହ୍ନ ଠାବ…

କୁଲଡିହା ଅଭୟାରଣ୍ୟରେ ବାଘ ପାଦ ଚିହ୍ନ, ୧୪ଟି ବିଟ୍‌ରେ ଚାଲିଛି ୧୪ଟି ଟିମର ଗଣନା କାର୍ଯ୍ଯ

ବାଲେଶ୍ବର(କେନ୍ଯୁଜ୍): କୁଲଡିହା ଅଭୟାରଣ୍ୟରେ ବାଘ ପାଦ ଚିହ୍ନ । ଆଜି ବାଘ ଗଣନାର ଷଷ୍ଠ ଦିନ। କୁଲଡିହା ଅଭୟାରଣ୍ୟର ୩ଟି ସ୍ଥାନରେ ମିଳିଛି ବାଘର ପାଦଚିହ୍ନ। ବର୍ତ୍ତମାନ କୁଲଡ଼ିହା ଅଭୟାରଣ୍ୟରେ ୧୪ଟି ବିଟ୍‌ରେ ୧୪ଟି ଟିମ୍‌ ଗଣନା ଜାରି ରଖିଛନ୍ତି । ବାଘର ପାଦ ଚିହ୍ନକୁ ଅନୁକରଣ କଲେ ଏହା ଏକ…