Browsing Tag

tiger funk in nuapada

ନୂଆପଡ଼ାରେ ବାଘ ଆତଙ୍କ, ଖବର ପାଇ ପହଞ୍ଚିଲା ବନ ବିଭାଗ

ନୂଆପଡାରେ ବାଘ ଆତଙ୍କ । ନୂଆପଡ଼ା ସ୍ଥିତ କୁକୁରଟାଲ ମୁସୁରୁଙ୍ଗି ଜଙ୍ଗଲରେ ଦୁଇଟି ବାଘ ବୁଲୁଛନ୍ତି । ବାଘକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏନେଇ ନୂଆପଡ଼ା ବନ ବିଭାଗକୁ ଖବର ଦିଆଯାଇଥିଲା । ପରେ ନୂଆପଡ଼ା ବନ ବିଭାଗ ରେଞ୍ଜର ଅସିତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ବାଘର…