Below header
Browsing Tag

tiger scare

ବାଘ ଆତଙ୍କ ଉପରୁ ଉଠିଲା ପରଦା, ଟ୍ରାପ କ୍ୟାମେରାରୁ ମିଳିଲା ମହାବଳର ସନ୍ଧାନ

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ବାଘ ଆତଙ୍କ ଉପରୁ ଉଠିଲା ପରଦା । ଟ୍ରାପ କ୍ୟାମେରାରୁ ମିଳିଲା ବାଘର ସନ୍ଧାନ । ବନବିଭାଗ ଲଗାଇଥିବା ୫ ଟି କ୍ୟାମେରାରୁ ୨ଟି କ୍ୟାମେରାରେ ଉଠିଥିବା ଫଟୋରୁ ସ୍ପଷ୍ଟ ହୋଇଛି ଯେ, ଏହାଏକ ମହାବଳ ବାଘ । ବାଘର ଉଚ୍ଚତା ପ୍ରାୟ ୫ ଫୁଟ ଆଉ…

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ବାଘ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଗାଁ ଲୋକେ

ବାଲିଗୁଡ଼ା (କେ ନ୍ୟୁଜ୍‌) : ପ୍ରଥମେ ଚରିବାକୁ ଯାଇଥିବା ଗାଈର ସନ୍ଧାନ ମିଳିଲାନି । ବହୁ ଖୋଜାଖୋଜି ପରେ ଯାହା ମିଳିଲା ସେଥିରେ ଲୋକେ ଆତଙ୍କିତ । କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଏବେ ବାଘକୁ ନେଇ ଆତଙ୍କରେ ଲୋକେ l ବାଲିଗୁଡା ବନଖଣ୍ଡ କୋଟଗଡ ବନାଞ୍ଚଳର ସାର୍ତ୍ତୁଲ ଗାଁରେ ଗତ କିଛି ଦିନ…