ନୂଆ ଫିଚର ଲଞ୍ଚ୍ କଲା ଟିକ୍ଟକ୍, ଏବେ ସବୁ ଭିଡିଓରେ ପ୍ରଶ୍ନ ପଚାରିପାରିବେ ୟୁଜର୍ସ
ଚୀନୀ ସର୍ଟ ଭିଡିଓ ଆପ୍ ଟିକ୍ଟକ୍ ଏକ ନୂଆ ଫିଚର ଲଞ୍ଚ୍ କରିଛି। ଏହି ଫିଚରରେ ୟୁଜରମାନେ ପ୍ରଶ୍ନ-ଉତ୍ତର କରିପାରିବେ। ଏହା ଦ୍ୱାରା ୟୁଜରମାନେ କ୍ରିଏଟରଙ୍କ ସହ ସହଜରେ ଯୋଡ଼ି ହୋଇପାରିବେ। ଭିଡିଓରେ ୟୁଜର୍ସ ନିଜ କମେଣ୍ଟକୁ ପ୍ରଶ୍ନ ଭାବେ ନାମିତ କରିପାରିବେ। ଏହାକୁ କମେଣ୍ଟ ସେକ୍ସନ୍ରେ…