Below header
Browsing Tag

tips for nails

ଆଉ ଭାଙ୍ଗିବନି ନଖ, ମଜଭୁତ କରିବାକୁ ଆପଣାନ୍ତୁ ଏସବୁ ଘରୋଇ ଉପାୟ

ସମସ୍ତେ ଚାହାନ୍ତି ନିଜ ନଖ ସୁନ୍ଦର ଓ ମଜଭୁତ ଦିଶୁ। ଏଥିପାଇଁ ଖାସ୍‌ କରି ଝିଅ ମାନେ ବିଭିନ୍ନ ପ୍ରକାରର ଟ୍ରିଟ୍‌ମେଣ୍ଟ କରିଥାନ୍ତି। କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ବି ନଖକୁ ମଜଭୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ଆପଣ ନିଜ ନଖକୁ ଘରେ ହି ଷ୍ଟ୍ରଙ୍ଗ୍‌ ବନାଇବେ... ନଖକୁ…

ଆପଣଙ୍କ ନଖ ହଳଦିଆ ପଡି ଯାଉଛିକି, ତେବେ ଫଲୋ କରନ୍ତୁ ଏହି ଟିପ୍ସ

ଚେହେରା ସହ ହାଥ ଓ ନଖର ଯତ୍ନ ନେବା ନିହାତି ଜରୁରୀ । ଶରୀରରେ ପୋଷାକ ତତ୍ତ୍ୱର ଅଭାବ, ନଖ ଚୋବାଇବା ଅଭ୍ୟାସ, ଶସ୍ତା ନେଲପାଲିସର ବ୍ୟବହାର ଦ୍ୱାରା ନଖ ଖରାପ ହୋଇଯାଏ । ନଖ ଦୁର୍ବଳ ହେବା ସହ ହଳଦିଆ ପଡ଼ିଯାଏ । ଯଦି ଆପଣଙ୍କର ବି ଏହି ସବୁ ନଖ ସମସ୍ୟା ଥାଏ । ତେବେ ଆପଣଙ୍କୁ ପାର୍ଲର ଯାଇ ଦାମୀ…