Browsing Tag

today boudh bandh

୧୦ ଦଫା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା

ବୌଦ୍ଧ (କେନ୍ଯୁଜ୍): ୬ ଘଣ୍ଟିଆ ବୌଦ୍ଧ ବନ୍ଦ। ୧୦ ଦଫା ଦାବିରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଚକ ଅଖ ସବୁ ଠପ୍‌। ଗାଡି ଚଳାଚଳ ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। କଂଗ୍ରେସ ଦଳର ନେତା ଓ…