Below header
Browsing Tag

today gold price

ସାମାନ୍ଯ କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ଯ

କେନ୍ଯୁଜ୍: ଗତକାଲି ଠାରୁ ସାମାନ୍ଯ କମିଛି ସୁନା ଦର।‌  ତୁଳନା କଲେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୭୬୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦,୨୦୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ଓଡିଶା ରାଜଧାନୀ ଭୁବନେଶ୍ୱରରେ…

ଆଜି ପୁଣି କମିଲା ସୁନା ଦାମ୍‌, ଜାଣନ୍ତୁ କେତେ ହେଲା ଆପଣଙ୍କ ସହରରେ ସୁନା ଦର

ଦେଶରେ ପୁଣି ଥରେ କମିଛି ସୁନା ଦର । ଶନିବାର ସନ୍ଧ୍ୟା ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୦ ଟଙ୍କା କମି ୪୯୪୫୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ ପ୍ରତି ୪୦ ଟଙ୍କା ହ୍ରାସ ପାଇ ୫୦ ହଜାର ୪୫୦ ଟଙ୍କାରେ ପହଁଚିଥିବା ଜଣାଯାଇଛି…

ପୁଣି କମିଲା ସୁନା ଦାମ୍‌, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ଦାମ୍‌

କିଛି ଦିନ ଲଗାତାର ବୃଦ୍ଧି ଘଟିବା ପରେ ସୁନା ମୂଲ୍ୟ କିଛି ପରିମାଣରେ କମିଥିବା ଲକ୍ଷ୍ୟକରାଯାଇଛି । ଶନିବାର ସନ୍ଧ୍ୟା ଓ ସୋମବାବାର ସକାଳ ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୦ ହଜାର ୫୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯ ହଜାର ୫୦୦ ଟଙ୍କାରେ…