ଦୈନିକ ରାଶିଫଳ : ଚାକିରି ଖୋଜୁଥିବା ଲୋକଙ୍କୁ ମିଳିବ ଶୁଭ ସୂଚନା
ମେଷ : ଆଜି ନିଜ ଘରକୁ ମରାମତି କରିପାରନ୍ତି । କୌଣସି ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟିପାରନ୍ତି, ଯାହାକୁ ନେଇ ଆପଣ ବହୁତ ଖୁସି ହେବେ ।
ବୃଷ : ଆଜି ଆପଣଙ୍କୁ କଠିନ ପରିଶ୍ରମ କରି କାମ କରିବାକୁ ପଡ଼ିବ । କୌଣସି କାର୍ଯ୍ୟରେ ତରତର ହୁଅନ୍ତୁ ନାହିଁ । ଅଫିସରେ ସହକର୍ମୀ…