Below header
Browsing Tag

today starts IPL auction

ଆଜି ଚେନ୍ନାଇରେ ବସିବ ଆଇପିଏଲ୍‌ ହାଟ, ସାମିଲ ହେବେ ୨୯୨ ଖେଳାଳି

ଚେନ୍ନାଇ: ଆଜି ଚେନ୍ନାଇରେ ବସିବ ଆଇପିଏଲ୍‌ ହାଟ । ୮ ଜଣ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳିଙ୍କୁ ଚୟନ କରିବେ । ଚଳିତବର୍ଷ ୨୯୨ ଜଣ ଖେଳାଳି ନିଲାମରେ ସାମିଲ ହେବେ । ତାଲିକାରେ ୧୬୪ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳି ରହିଛନ୍ତି । ତେବେ ସମସ୍ତଙ୍କ ନଜର ରହିଛି ମାକ୍ସେଓ୍ଵଲଙ୍କ ଉପରେ । ଏପଟେ…

ଆଜିଠୁ ଆଇପିଏଲ୍‌ ହାଟ , ୨୦୧୯ ସଂସ୍କରଣ ପାଇଁ ଜୟପୁରରେ ଖେଳାଳି ନିଲାମ

ଜୟପୁର(କେନ୍ୟୁଜ୍) : ୨୦୧୯ ଆଇପିଏଲ୍‌ ପାଇଁ ଆଜିଠୁ ଆରମ୍ଭ ହେବ ଖେଳାଳି ନିଲାମ । ରାଜସ୍ଥାନ ଜୟପୁରରେ ବସିବ ଆଇପିଏଲ୍‌ ହାଟ । ଫ୍ରାଞ୍ଚାଇଜି ଟିମ୍‌ କିଣିବେ ଖେଳାଳି । ଏଥିପାଇଁ ମୋଟ୍‌ ୧ ହଜାର ୩ ଜଣ କ୍ରିକେଟର ପଞ୍ଜିକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୪୬ ଜଣ କ୍ରିକେଟରଙ୍କୁ ସର୍ଟ ଲିଷ୍ଟ…