Browsing Tag

toll tax rules

Highway ରୁ ହଟିଯିବ Toll Tax

ଟୋଲ ପ୍ଲାଜାକୁ ନେଇ ଆସିଲା ଆଉ ଏକ ବଡ଼ ଖବର। ଯଦି ଆପଣ ଗାଡ଼ି ଚଲାଉଛନ୍ତି ଆଉ ପ୍ରତିଦିନ ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ନିହାତି ଭାବେ ଏହି ଖବର ଆପଣଙ୍କ କାମରେ ଆସିବ। ଏମିତିରେ ହାଇେଓ୍ଵରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଏହି ଖବର ଜରୁରୀ ହେବ। ଆଜିକାଲି ଟୋଲ ଟାକ୍ସ…

ଏଣିକି ଟୋଲ ପ୍ଲାଜା କି ଫାସ୍‌ଟ୍ୟାଗ୍‌ ନୁହେଁ, ସିଧାସଳଖ ଆକାଉଣ୍ଟରୁ କଟିବ ଟୋଲ ଟ୍ୟାକ୍ସ

ଏଣିକି ଟୋଲ ପ୍ଲାଜାରେ ଟ୍ୟାକ୍ସ ଦେବା ପାଇଁ ଆଉ ଅଟକାଇବାକୁ ପଡ଼ିବନି ଗାଡ଼ି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଖୁବ୍‌ଶୀଘ୍ର ସମସ୍ତ ଟୋଲ ପ୍ଲାଜା ଓ ଫାସ୍‌ ଟ୍ୟାଗ୍‌କୁ ଶେଷ କରିବାକୁ ଯୋଜନା କରୁଛନ୍ତି। ଫାସ୍‌ ଟ୍ୟାଗ୍‌ ବଦଳରେ ଏବେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ଫଳରେ ରାସ୍ତାରେ ଯିବା…

ଡିସେମ୍ବର ୧ରୁ ବଦଳିଯିବ ଟୋଲ ଟ୍ୟାକ୍ସର ନିୟମ, ଗାଡ଼ିରେ ନିଶ୍ଚୟ ଲଗାନ୍ତୁ ଏହି ଟ୍ୟାଗ୍‌

ଟୋଲ୍‌ ପ୍ଲାଜାରେ ଟ୍ୟାକ୍ସ ଭରିବା ବେଳେ ଲୋକମାନେ ସାଧାରଣତଃ ଲମ୍ବା ଲାଇନ୍‌ରେ ଠିଆ ହୋଇଥାନ୍ତି। କିନ୍ତୁ ଡିସେମ୍ବର ୧ରୁ ଏହି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି ଯେ ୨୦୧୯ ଡିସେମ୍ବର ୧ରୁ ଟୋଲ୍‌…