Below header
Browsing Tag

tomato flu

ସାରା ଦେଶରେ ମାଡ଼ିଲାଣି ଟମାଟୋ ଫ୍ଲୁ! ବିପଦ ଆଶଙ୍କାରେ କେନ୍ଦ୍ର ଜାରି କଲା ଗାଇଡ୍‌ଲାଇନ; ଓଡ଼ିଶାରେ ୨୬ ରୋଗୀ

ଦେଶରେ କିଛି ଦିନ ହେବ ଟମାଟୋ ଫ୍ଲୁର ବିପଦ ଲଗାତାର ବଢ଼ି ଚାଲିଛି। ତଥ୍ୟ ମୁତାବକ, ଏହି ରୋଗ ସବୁଠାରୁ ଅଧିକ ଛୋଟ ଛୁଆଙ୍କଠାରେ ଦେଖିବାକୁ ମିଳୁଛି। ସାରା ଦେଶରେ ଟମାଟୋ ଫ୍ଲୁକୁ ନେଇ ହାଇ ଆଲର୍ଟ ଜାରି କରି ଦିଆଯାଇଛି। ଏଥି ସହିତ ନିଜ ପିଲାମାନଙ୍କୁ ସଂକ୍ରମଣ କବଳରୁ ରକ୍ଷା କରିବା ପାଇଁ ବାପା,…

ଦେଶରେ ବ୍ୟାପୁଛି ଟମାଟୋ ଫ୍ଲୁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଆଡଭାଇଜରି

କରୋନା ଭାଇରସ ଏବଂ ମଙ୍କିପକ୍ସ ପରେ ଆଉ ଏକ ଭାଇରସ ସମଗ୍ର ଦେଶରେ ବ୍ୟାପୁଥିବା ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ରାଜ୍ୟରେ ଦ୍ରୁତଗତିରେ ଟମାଟୋ ଫ୍ଲୁ ବ୍ୟାପିବାରେ ଲାଗିଛି। ଖାସ୍‌କରି ୧ ବର୍ଷରୁ ୧୦ ବର୍ଷ ପିଲାଙ୍କୁ ଏହି ଫ୍ଲୁ ବ୍ୟାପୁଛି। ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ମାମଲା ଦେଖିବାକୁ…

ଓଡ଼ିଶାରେ ଟମାଟୋ ଫ୍ଲୁ ପଜିଟିଭ୍ ରୋଗୀ ଚିହ୍ନଟ, ସମସ୍ତଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର(କେନ୍ୟୁଜ୍‌): ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) ରୋଗୀ ଓଡ଼ିଶାରେ ଚିହ୍ନଟ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନକହି HFMD କହିବା । ୩୬ ଜଣଙ୍କ HFMD…