Below header
Browsing Tag

tongue shape says personality

ଜିଭ ଦେଖି କେବଳ ରୋଗ ନୁହେଁ ବ୍ୟକ୍ତିତ୍ୱ ବି ଜାଣିପାରିବେ, ଜାଣନ୍ତୁ କେମିତି

ସାଧାରଣତଃ ରୋଗରେ ପଡ଼ିଲେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ। ଡାକ୍ତର ସେଠାରେ ବିଭିନ୍ନ ଚେକ୍‌ଅପ୍‌ କରିବା ସହ ଜିଭ ଦେଖାଇବାକୁ କହିଥାନ୍ତି। ଜିଭର ସ୍ଥିତି ଓ ରଙ୍ଗ ଦେଖି ଡାକ୍ତର ରୋଗ ବିଷୟରେ ଜାଣିପାରନ୍ତି। ତେବେ କେବଳ ରୋଗ ବିଷୟରେ ଜାଣିବାକୁ ନୁହେଁ ଆପଣ ଜଣଙ୍କ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ…