Browsing Tag

total corona positive cases in india

ଦେଶରେ ଦିନକରେ ୮୩ ହଜାର ୮୦୯ ଆକ୍ରାନ୍ତ ଚିହ୍ନଟ, ୮୦ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକରେ ୮୩ ହଜାର ୮୦୯ ଆକ୍ରାନ୍ତ ଚିହ୍ନଟ । ୧ ହଜାର ୫୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ନୂଆ ଆକ୍ରନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୭ରେ ପହଁଞ୍ଚିଲାଣି । ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଲାଣି । କରୋନାରୁ ସୁସ୍ଥ ହେଲେଣି ମୋଟ ୩୮…

ଦେଶରେ ପୁଣି ରେକର୍ଡ ସଂଖ୍ଯକ ପଜିଟିଭ୍: ଦିନକରେ ୭୭ ହଜାର ୨୬୬ ଆକ୍ରାନ୍ତ ଚିହ୍ନଟ, ୧୦୫୭ ମୃତ

ନୂଆଦିଲ୍ଲୀ:ଆଜି ଦେଶରେ ପୁଣି ରେକର୍ଡ ପଜିଟିଭ୍‌ । ଗୋଟିଏ ଦିନରେ ୭୭ ହଜାର ୨୬୬ ଆକ୍ରାନ୍ତ ଚିହ୍ନଟ । ଏହାସହିତ ୧୦୫୭ଜଣଙ୍କ ମୁଣ୍ଡ ନେଲା ଏହି ମାରାତ୍ମକ ଭାଇରସ୍ । ଏହାକୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୧ ହଜାର ୫୨୯କୁ ବୃଦ୍ଧି ପାଇଛି । ସେପଟେ ନୂଆ ଆକ୍ରାନ୍ତଙ୍କୁ…