Below header
Browsing Tag

Tourist dies

ହୋଟେଲ ଛାତରୁ ପଡି ପର୍ଯ୍ୟଟକ ମୃତ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ

ପୁରୀ (କେନ୍ୟୁଜ): ହୋଟେଲ ଛାତରୁ ଖସିପଡ଼ି ପର୍ଯ୍ଯଟକଙ୍କ ମୃତ୍ୟୁ। ମୃତ ପର୍ଯ୍ଯଟକ ହେଉଛନ୍ତି ଛତିଶଗଡର ଅଶୋକ ଅଗ୍ରୱାଲ । ସମୁଦ୍ରକୂଳ ଥାନା ଅନ୍ତର୍ଗତ ହୋଟେଲ ନୀଳାଚଳରେ ବନ୍ଧୁଙ୍କ ସହ ରହୁଥିଲେ। ଗତକାଲି ରାତିରେ ତିନି ମହଲା ଛାତରୁ ଖସିପଡ଼ି ମୃତ୍ୟୁ ହୋଇଥିବା ସୂଚନା। ତାଙ୍କୁ ସଦର ମୁଖ୍ଯ…