Below header
Browsing Tag

traffic rule

ଭୁବନେଶ୍ୱର: ମିଳୁନି ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌, ଅଟୋଚାଳକମାନଙ୍କ ରାସ୍ତା ରୋକ

ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌ ପାଇଁ ରାସ୍ତା ରୋକ । ଭୁବନେଶ୍ୱର-ପୁରୀ ବାଇପାସ୍‌ ରୋଡରେ ଅଟୋଚାଳକମାନେ ବହୁ ଘଣ୍ଟା ଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହାସହ ପ୍ରଶ୍ନ କରିଛନ୍ତି, ପଲ୍ୟୁସନ ଅଣ୍ଡର କନଟ୍ରୋଲ ସାର୍ଟିଫିକେଟ୍‌ ଆମେ କେଉଁଠୁ ପାଇବୁ। ଏନେଇ ସେମାନଙ୍କୁ…

ଲାଗୁ ହେଲା ସଂଶୋଧିତ ମୋଟର ଯାନ ଆଇନ, ନିୟମ ଭାଙ୍ଗିଲେ ଗଣିବେ ଅଧିକ ଜରିମାନା

କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ଆଜିଠୁ ସାରା ଦେଶରେ ଲାଗୁ ହେବ ସଂଶୋଧିତ ମୋଟର ଯାନ ଆଇନ । ଟ୍ରାଫିକ ନିୟମ ଭାଙ୍ଗିଲେ ଗଣିବେ ଅଧିକ ଜରିମାନା । ହେଲମେଣ୍ଟ ନ ପିନ୍ଧି ଗାଡି ଚଳାଉଥିଲେ ଆପଣ ଏକ ହଜାର ଟଙ୍କା ଜରିମାନା ଦେବେ । ସିଟ୍ ବେଲ୍ଟ ନ ବାନ୍ଧି ଗାଡି ଚଳାଇଲେ ଗଣିବେ ଏକ ହଜାର ଟଙ୍କା ।…