Browsing Tag

train engine derailed

ପୁରୀ ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଲାଇନଚ୍ୟୁତ ହେଲା ଟ୍ରେନ୍ ଇଞ୍ଜିନ୍

ପୁରୀ: ପୁରୀ ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଗୋଟିଏ ଟ୍ରେନର ଇଞ୍ଜିନ୍ ଲାଇନଚ୍ୟୁତ ହେରଇଥିବା ଜଣାପଡିଛି। ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଟ୍ରେନର ଆଗର ତିନୋଟି ଚକ ଓ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଥିଲା। ଖବର ପାଇ ଖୋର୍ଦ୍ଧା ରୋଡର ବରିଷ୍ଠ ଅଧିକାରୀ…