Browsing Tag

train ticket in odia

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଏଣିକି ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ

ଭୁବନେଶ୍ବର (କେନ୍ୟୁଜ୍) : ଏଣିକି ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ । ଏପ୍ରିଲ ୧ ଉତ୍କଳ ଦିବସରୁ ଓଡ଼ିଆରେ ଅଣସଂରକ୍ଷିତ ରେଳ ଟିକେଟ ଉପଲବଧ ହେବ । ରାଜ୍ୟର ୩୧୭ ଷ୍ଟେସନରେ ଲାଗୁ ହେବ ଓଡ଼ିଆ ଟିକେଟ ବ୍ୟବସ୍ଥା । ଏଥିପାଇଁ ଷ୍ଟେସନ ତାଲିକା ପ୍ରସ୍ତୁତ କରୁଛି ରେଳ ବିଭାଗ । ଦେଶର ୮ ହଜାର ଷ୍ଟେସନର…