Browsing Tag

tribal fair

ଉଦଘାଟିତ ହେଲା ଆଦିବାସୀ ମେଳା,ମାର୍ଚ୍ଚ ୧ ଯାଏଁ ମଜା ଉଠାଇପାରିବେ ରାଜଧାନୀବାସୀ

ଭୁବନେଶ୍ବର(କେନ୍ୟୁଜ୍):  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ପଛୁଆ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ମେଳା ୨୦୨୩  ଅନୁଷ୍ଠିତ ହୋଇଛି । ଗତ ବର୍ଷ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ପୁରୁଣା ଠିକଣାକୁ ଫେରିଛି ମେଳା । ସୁନ୍ଦର୍ ସୁନ୍ଦର୍ ଚାଳ…