Below header
Browsing Tag

truck fall down

ଯାଜପୁର: ବ୍ରିଜ ତଳକୁ ଖସି ପଡିଲା ଚାଉଳ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଲୋକେ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଜାରକା ନିକଟ ଶଙ୍ଖାରିଡିହ ଠାରେ ବ୍ରିଜ ତଳକୁ ଖସି ପଡିଲା ଚାଉଳ ବୋଝେଇ ଟ୍ରକ। ଫଳରେ ଅଳ୍ପକେ ବର୍ତିଲେ ଲୋକେ। ସୂଚନା ମୁତାବକ, କଲିକତାରୁ ଚାଉଳ ବୋଝେଇ କରି ଏକ ଟ୍ରକ ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର…