Browsing Tag

tulasi shortage

ଶ୍ରୀମନ୍ଦିରରେ ତୁଳସୀ ସଂକଟ, ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପାଇଁ ଯାଜପୁରରୁ ପଠାଗଲା ତୁଳସୀ ଓ ପୁଷ୍ପ

ଯାଜପୁର (କେନ୍ୟୁଜ୍) : ସାମୁଦ୍ରିକ ଝଡ ଫନି ପ୍ରଭାବରେ ସମଗ୍ର ପୁରୀ ସହରରେ ତୁଳସୀ ପତ୍ରର ଅଭାବ ଦେଖିବାକୁ ମିଳିଛି। ଏଥିପାଇଁ ଧର୍ମଶାଳା ଯାଜପୁର ଜିଲ୍ଲା ଜାରକା ନିକଟ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ୭ ବେତା ତୁଳସୀପତ୍ର, ଗୋଟିଏ ପଦ୍ମଫୁଲ ଝୁଡି ସମେତ ବିଭିନ୍ନ ପ୍ରକାର ଫୁଲ…