Browsing Tag

tv sereial

କସୋଟି-୨ର ପ୍ରୋମୋ ସୁଟ୍, କିଙ୍ଗ୍ ଖାନ୍ ନେଲେ ୮ କୋଟି

କସୋଟି ଜିନ୍ଦେଗିକୀ-୨ ଟିଭିରେ ପ୍ରସାରଣ ହେବା ପୁର୍ବରୁ ଚର୍ଚ୍ଚା ହେଲାଣି । ଦର୍ଶକଙ୍କୁ ପ୍ରେରଣା ଅନୁରାଗଙ୍କର ଜବରଦସ୍ତ ଲଭ୍ ଷ୍ଟୋରି ୨୫ ସେପ୍ଟେମ୍ବରରୁ ରାତି ୮ଟା ରେ ଦେଖିବାକୁ ମିଳିବ । ସତକଥା ହେଉଛି ସୋର ଏକ ପ୍ରୋମୋ ଭିଡିଓ ସାରୁଖ୍ ଖାନ୍ନଙ୍କ ସହିତ ସୁଟ୍ କରାଯାଉଛି । ଖବର ମିଳିଛିକି…

ସୁଟିଙ୍ଗ୍ ହେଲା ବିଗ୍ ବସ ସିଜିନ୍ ୧୨ର ପ୍ରୋମୋ

ସଲମାନ ଖାନଙ୍କ ଏହି ସୋ ଅକ୍ଟୋବରରେ ସୁଟିଙ୍ଗ୍ ହେବାର ଥିଲା କିନ୍ତୁ ଏହାକୁ ତିଆରି କରୁଥିବା ମେକର୍ ରିପୋଣ୍ଡ କରିଛନ୍ତି ଏବଂ ଏହାକୁ ଏକ ମାସ ପୂର୍ବରୁ ସେପ୍ଟେମ୍ବରରେ ଆରମ୍ଭ କରାଯିବ। ସୋ’ର ଏହି ସିଜିନରେ ସମସ୍ତ ପ୍ରତିଯୋଗି ଯୋଡି ରୂପରେ ଆସିବେ । ସଲମାନ ଖାନ ପ୍ରସିଦ୍ଧ, ରିଆଲିଟି ଟିଭି…