Browsing Tag

twin baby kalia

କନ୍ଧମାଳର ଯୋଡା ମୁଣ୍ଡ ଶିଶୁ କାଳିଆର ଅବସ୍ଥା ସଂକଟାପନ୍ନ, ଭେଣ୍ଟିଲେଟରରେ ରଖାଯାଇ ଚିଲିଛି ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳର  ଯୋଡା  ମୁଣ୍ଡ ଶିଶୁ  କାଳିଆର ଅବସ୍ଥା ସଂକଟାପନ୍ନ। କଟକ ଏସସିବିରେ ଚାଲିଛି ଚିକିତ୍ସା। ତା ଅବସ୍ଥା ଗୁରୁତର ଥିବାର ସୂଚନା ଦେଇଛନ୍ତି ଏସିବି ଅଧିକ୍ଷକ ଡ.ଲୁସି ଦାସ । ଏମ୍ସରୁ ଯୋଡା ମୁଣ୍ଡ  ଅଲଗା ହେବା ପରେ କଟକ ଏସବିରେ ଚିକିତ୍ସାଧୀନ ଥିଲା କାଳିଆ। ବଳିଆ…