ଆଧାର କାର୍ଡ ନଥିବାରୁ ହସ୍ପିଟାଲରେ ଚିକିତ୍ସା ହୋଇପାରିଲେ ନାହିଁ ଗର୍ଭବତୀ : ଯାଆଁଳା ଶିଶୁ ସମେତ ମହିଳା ମୃତ
ନୂଆଦିଲ୍ଲୀ : ଆଧାର କାର୍ଡ ଆଜିକାଲି ମଣିଷର ସବୁଠୁ ବଡ ପରିଚୟପତ୍ର ପାଲଟିଛି । ଏହା ବିନା କୌଣସି କାମ କରିବା ବି ସମ୍ଭବ ନୁହେଁ । କିନ୍ତୁ ଆଧାର କାର୍ଡ ବିନା ସରକାରୀ ଡାକ୍ତରଖାନାରେ ଚିକିତ୍ସା ନ ହେବା ଘଟଣା ଖୁବ ଆଶ୍ଚର୍ଯ୍ୟକର । ଏହି ଆଧାର କାର୍ଡ କୁ ନେଇ କର୍ଣ୍ଣାଟକର ତୁମାକୁରୁରେ ଏକ…