ଜାପାନରେ ତାଣ୍ଡବ ରଚୁଛି ବାତ୍ୟା ହଗିବିସ୍: ୭ ମୃତ, ୧୭ରୁ ଅଧିକ ନିଖୋଜ
ଜାପାନରେ ପ୍ରଳୟଙ୍କରୀ ବାତ୍ୟା । ବାତ୍ୟା ହଗିବିସ୍ ଜାପାନର ରାଜଧାନୀ ଟୋକିଓର ଦକ୍ଷିଣ- ପଶ୍ଚିମ ଦିଗରେ ଥିବା ଇଜୁ ଦ୍ୱିପରେ ଲ୍ୟାଣ୍ଡଫଲ କରିଛି। ୬ ଦଶନ୍ଧି ପରେ ଏଭଳି ଏକ ବଡ ବାତ୍ୟାର ସମ୍ମୁଖୀନ ହୋଇଛି ଜାପାନ। ବାତ୍ୟା ହଗିବିସ୍ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାକୁ ପ୍ରାୟ…