Below header
Browsing Tag

ukraine russia war

ଛିଃ ଧର୍ମ ସହିବନି! ଘରେ ପଶି ସ୍ୱାମୀଙ୍କୁ ଗୁଳି ମାରିବା ପରେ ପିଲାଙ୍କ ସାମ୍ନାରେ ମହିଳାଙ୍କୁ ଦୁଷ୍କର୍ମ କଲେ ରୁଷ୍‌…

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଯେତେ ଯେତେ ଲମ୍ବା ହେଉଛି ସେତିକି କ୍ରୁର ହେଉଛନ୍ତି ରୁଷ୍‌ ସେନା। ସେମାନଙ୍କ ବୀଭତ୍ସ ଚେହେରା ଏବେ ପୂରା ଦୁନିଆ ସାମ୍ନାକୁ ଆସୁଛି। ପ୍ରଥମେ ବୁଚାରେ ନରସଂହାର ଓ ଏବେ କିଭ୍‌ରେ ତାଙ୍କ ବ୍ୟବହାର ମନୁଷତ୍ୱ ପ୍ରତି ଲଜ୍ଜା ହୋଇଯାଇଛି। ପୂରା ଦୁନିଆ ଏବେ…

ବର୍ଷେ ଯାଏଁ ଚାଲିପାରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ, ନାଟୋର ସେକ୍ରେଟାରୀ ଜେନେରାଲ ଦେଲେ ଚେତାବନୀ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧକୁ ଇତି ମଧ୍ୟରେ ୪୨ ଦିନ ହେଲାଣି। ଉଭୟ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରିପାରୁନାହିଁ। ରୁଷ ଆକ୍ରମଣରେ ୟୁକ୍ରେନ୍‌ର ସବୁ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଏବେ ଯାଏଁ କୋଟିଏରୁ ଊର୍ଦ୍ଧ୍ୱ ୟୁକ୍ରେନ୍‌ବାସୀ ଦେଶ ଛାଡ଼ି…

ଦେବଦାରୁ ଜଙ୍ଗଲରୁ ମିଳିଲା ହାତ ଗୋଡ଼ ବନ୍ଧା ଥିବା ମେୟରଙ୍କ ପରିବାର ଲୋକଙ୍କ ଶବ, କିଛି ଦିନ ତଳେ ଅପହରଣ କରିଥିଲେ ରୁଷ୍‌…

ଧୀରେ ଧୀରେ ୟୁକ୍ରେନ୍‌ ଛାଡ଼ୁଛନ୍ତି ରୁଷ୍‌ ସେନା। ରୁଷ ସେନା ଯିବା ପରେ ଏବେ ସହରର ବିଭିନ୍ନ ସ୍ଥାନରୁ ଶବ ମିଳିବା ଆରମ୍ଭ ହୋଇଛି। ବୁଚା ସହରରେ ଶତାଧିକ ମୃତଦେହ ମିଳିବାପରେ ଏବେ ପଶ୍ଚିମ କିଭ୍‌ର ଏକ ଗାଁରୁ ମେୟର ଓ ତାଙ୍କ ପରିବାର ଲୋକଙ୍କ ଶବ ଜବତ ହୋଇଛି। ମେୟରଙ୍କ ପରିବାରର ୩ ଜଣ ସଦସ୍ୟଙ୍କ…

ୟୁକ୍ରେନ୍‌କୁ ପୁଣି ସହାୟତାର ହାତ ବଢ଼ାଇଲା ଆମେରିକା, ୩୦୦ ମିଲିୟନ୍‌ ଡଲାର ଦେବାକୁ କଲା ଘୋଷଣା

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧ ଆଜି ୩୮ ତମ ଦିନରେ ପହଞ୍ଚିଛି। ଏହି ୩୮ ଦିନ ମଧ୍ୟରେ ରୁଷ ୟୁକ୍ରେନ୍‌ର ଅନେକ ବଡ଼ ବଡ଼ ସହରକୁ ମାଟିରେ ମିଶାଇ ସାରିଛି। ଅଧିକାଂଶ ଲୋକ ଦେଶ ଛାଡ଼ି ପଡ଼େଶୀ ଦେଶକୁ ଚାଲିଯାଉଛନ୍ତି। ଇତି ମଧ୍ୟରେ ଖବର ଆସିଛି ଯେ ଆମେରିକାର ରକ୍ଷା ବିଭାଗ ୟୁକ୍ରେନ୍‌କୁ…

ମେ’ ୯ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ରୁଷୀୟ ସୈନିକଙ୍କୁ ଦିଆଯାଇଛି ଟାର୍ଗେଟ୍‌! ୟୁକ୍ରେନ ଦେଲା ଆଶ୍ଚର୍ଯ୍ୟଜନକ ବୟାନ…

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧ ମାସ ବିତିଗଲାଣି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଶରଣାର୍ଥୀ ଜୀବନ ଜିଉଁଛନ୍ତି। ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଏହି ଯୁଦ୍ଧ ସରିବ କେବେ? ଏ ସବୁ ଭିତରେ ୟୁକ୍ରେନର ସଶସ୍ତ୍ର ଫୋର୍ସର…

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ପୂରିଲା ମାସେ, ନଜିତିବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ ବୋଲି କହିଲେ ଜେଲେନ୍‌ସ୍କି

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ପୂରିଲା ମାସେ। ଫେବ୍ରୁଆରୀ ୨୪ରେ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ ପୁଟିନ୍‌ । ଦୀର୍ଘ ଦିନର ସମର ସଜା ପରେ ସ୍ପେସାଲ ମିଲିଟାରୀ ଅପରେସନ୍‌ ଆରମ୍ଭ କରିଥିଲା ଋଷ । ୟୁକ୍ରେନ୍‌ର ପୂର୍ବ ପଟରୁ ଆରମ୍ଭ କରିଥିଲା ଆକ୍ରମଣ । ପରେ ଦକ୍ଷିଣ, ଉତ୍ତର ଏବଂ…

କ’ଣ ଏବେ ଥମିବ ଯୁଦ୍ଧ? ରୁଷୀୟ ହେଲିକାପ୍ଟର ଏୟାରଫିଲ୍ଡ ଛାଡ଼ିଲେ, ସାଟେଲାଇଟ୍‌ ଫଟୋରୁ ହେଲା ଖୁଲାସା!

ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ୨୮ ଦିନରୁ ଯୁଦ୍ଧ ଚାଲିଛି। କିନ୍ତୁ ଏବେ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି ଯେ ଚର୍ନୋବାଇଭକାର ଏୟାରଫିଲ୍ଡ ସାଟେଲାଇଟ୍‌ ଇମେଜ୍‌ରେ ରୁଷୀୟ ହେଲିକାପ୍ଟର ଆଉ ଦେଖାଯାଉ ନାହିଁ, ଯାହାକି ପୂର୍ବରୁ ସ୍ପଷ୍ଟ ଦେଖାଯାଉଥିଲା। ୟୁକ୍ରେନ କହିଛି, ଏହି ଏୟାରଫିଲ୍ମରେ…